ICT Schools LogoICT Schools Logo
Home/Knowledge Base/User Manual and Videos/Hardware/Interactive Flat Panel 75 Inch/Wireless Keyboard & Mouse combo (ତାରବିହୀନ କୀବୋର୍ଡ ଏବଂ ମାଉସ୍ କମ୍ବୋ)

Wireless Keyboard & Mouse combo (ତାରବିହୀନ କୀବୋର୍ଡ ଏବଂ ମାଉସ୍ କମ୍ବୋ)

37 views 0 August 29, 2024 ayush

1. Overview (ସଂକ୍ଷିପ୍ତ ବିବରଣୀ)

1a. Purpose (ଉଦ୍ଦେଶ୍ୟ)

Keyboard: The primary function of a keyboard is to input text into the IFP panel, which is essential for creating documents, entering data, and teaching class.

Keyboard: Keyboard ର ପ୍ରାଥମିକ କାମ ହେଉଛି IFP panel/OPS ରେ Text input କରିବା, ଯାହା ଡକ୍ୟୁମେଣ୍ଟ ପ୍ରସ୍ତୁତ data entry କରାଇବା ଏବଂ କ୍ଲାସ୍ ଶିକ୍ଷା ଦେବା ପାଇଁ ଅତ୍ୟାବଶ୍ୟକ।

Mouse: The mouse controls the on-screen pointer, allowing users to navigate the computer interface, select items, and execute commands by clicking.

Mouse: Mouse ଟି ସ୍କ୍ରିନ୍ ଉପରେ ଥିବା ପଏଣ୍ଟର୍କୁ ନିୟନ୍ତ୍ରଣ କରେ, ଯାହା ଉପଭୋକ୍ତାଙ୍କୁ computer interface ରେ ନିର୍ଦେଶନା କରିବା, ଆଇଟମ୍ଗୁଡ଼ିକୁ ଚୟନ କରିବା ଏବଂ clicking ଦ୍ୱାରା ଆଦେଶଗୁଡ଼ିକୁ କାର୍ଯ୍ୟକାରୀ କରିବାର ସୁବିଧା ଦେଇଥାଏ।

The scroll wheel enables smooth scrolling through documents and web pages, enhancing the user experience.

Scroll wheel ଦ୍ୱାରା documents ଏବଂ web pages ମାଧ୍ୟମରେ ସ୍ମୁଚ୍ ଭାବେ scrolling କରିବାର ସୁବିଧା ଦେଇଥାଏ, ଯାହା user experience କୁ ଉନ୍ନତ କରେ।

1b. Connectivity (ସଂଯୋଗ)

The keyboard and mouse can be connected wirelessly to the IFP display via the nano receiver provided in the keyboard and mouse.

Keyboard ଏବଂ mouse କୁ IFP display ସହ nano receiver ଦ୍ୱାରା ଯୋଡ଼ାଯାଇପାରେ, ଯାହା keyboard ଏବଂ mouse ରେ ଦିଆଯାଇଛି।

The Port with the “Wireless Mouse Port” mentioned is to be used to connect the Nano receiver of the keyboard and mouse.

“Wireless Mouse Port” ରେ ଉଲ୍ଲେଖିତ Port କୁ keyboard ଏବଂ mouse ର Nano receiver କୁ connect ପାଇଁ ବ୍ୟବହାର କରାଯିବ।

1c. Placement (ସଂସ୍ଥାପନ)

A vertical wall mount cabinet is placed just below the interactive Flat Panel. Both the keyboard and mouse are supposed to be placed inside the cabinet.

Vertical wall mount cabinet interactive Flat Panel ର ତଳେ ସେଟ୍ କରାଯାଇଛି ଯାହା ଭିତରେ keyboard ଏବଂ mouse କୁ ରଖିବା ଉଚିତ।

The mouse and keyboard are to be placed in the Vertical wall mount cabinet shelf provided, above the UPS unit.

Mouse ଏବଂ keyboard କୁ Vertical wall mount cabinet ରେ ଦିଆଯାଇଥିବା shelf ରେ UPS unit ର ଉପରେ ରଖାଯିବା ଉଚିତ।

NOTE: We have to make sure to keep the keyboard, mouse, and cabinet clean at all times.

NOTE: ଆମେ ନିଶ୍ଚିତ କରିବା ଦରକାର ସବୁବେଳେ keyboard, mouse, ଏବଂ cabinet କୁ ପରିଷ୍କାର ରଖିବା ।

2. Troubleshooting (ସମସ୍ୟା ନିବାରଣ)

  • Ensure the USB receiver is securely plugged into the assigned USB port on the IFP display and both the mouse and keyboard are active.
  • Ensure କରନ୍ତୁ ଯେ USB receiver ନିର୍ଦ୍ଦିଷ୍ଟ USB port ଭିତରକୁ ଭଲ ଭାବେ plugged ହୋଇଛି ଏବଂ ଦୁଇଟି mouse ଓ keyboard working ଅବସ୍ଥାରେ ଅଛି।
  • Make sure there is a red light indication below the mouse, and for the keyboard, we can press the Num Lock or Caps Lock to turn on the red light to check the connectivity.
  • ନିଶ୍ଚିତ କରନ୍ତୁ ଯେ mouse ର ତଳେ ଲାଲ ଆଲୋକ indication ରହିଛି, ଏବଂ keyboard ପାଇଁ ଆମେ Num Lock କିମ୍ବା Caps Lock ଦବାଇ ଲାଲ ଆଲୋକ ଜଳିବାକୁ ନିଶ୍ଚିତ କରି connectivity ଯାଞ୍ଚ କରନ୍ତୁ ।

If there is no red-light indication, check the batteries and replace them with fresh ones if necessary, ensuring the correct polarity.

ଯଦି କୌଣସି ଲାଲ ଆଲୋକ indication ନାହିଁ, ତେବେ batteries ଯାଞ୍ଚ କରନ୍ତୁ ଏବଂ ଆବଶ୍ୟକ ହେଲେ ନୂତନ batteries ଲଗାନ୍ତୁ, ଏଥିସହ ଠିକ ଭାବରେ ଦୁଇଟି battery terminals ର ସଠିକ ଭାବରେ positive (+) ଏବଂ negative (-) ଦିଗରେ ସଂଯୋଗିତ ହେଇଛି କି ନାହିଁ check କରନ୍ତୁ।

3. Product Support (ଉତ୍ପାଦ ସମର୍ଥନ)

The mouse and keyboard are mapped to a serial number and a QR code, which can also be scanned for the product serial number. This is to be provided to the support staff during the lodging of a product issue/complaint for easy identification of the product.

Mouse ଏବଂ keyboard ର ଏକ serial number ଏବଂ ଏକ QR code ସହ ମିଳିତ ରହିଛି, ଯାହା ମାଧ୍ୟମରେ ଉପକରଣର serial number ଯାଞ୍ଚ କରିବା ପାଇଁ scan କରାଯାଇପାରେ। ଏହାକୁ ଉପକରଣ ସମ୍ବନ୍ଧିତ ସମସ୍ୟା କିମ୍ବା ଅଭିଯୋଗ lodging  ବେଳେ support staff କୁ ପଠାନ୍ତୁ  I

The product is provided with a customer care contact number. You can raise the product issue with the help of the serial number mentioned or by scanning the QR to fetch the serial number.

ଉପକରଣର ସହ customer care contact number ଦିଆଯାଇଛି। ଆପଣ serial number ବ୍ୟବହାର କରି କିମ୍ବା QR scan କରି serial number ପାଇଁ ଉପକରଣ ଅଭିଯୋଗ lodging   କରିପାରିବେ।

     For any queries or further assistance, please contact our Customer Support:

  • Phone: 9124 567 099

Email: helpdesk@ictschoollab.com

Attached Files
#
File Type
File Size
Download
1 .pdf 14.98 MB Wireless Keyboard & Mouse_Manual_TCIL_Training

Was this helpful?

0 Yes  0 No
Related Articles
  • Interactive Flat Panel(ଇଣ୍ଟରାକ୍ଟିଭ୍ ଫ୍ଲାଟ୍ ପ୍ୟାନେଲ୍)
  • OPS (ଓପିଏସ୍) – Open Pluggable Specification (ଓପନ ପ୍ଲଗେବଲ୍ ସ୍ପେସିଫିକେସନ୍)
  • Vertical wall-mounted cabinet(କାନ୍ଥରେ ଲଗାଯାଇଥିବା ଭୂଲମ୍ବ କ୍ୟାବିନେଟ୍)
  • Wall-mounted Panel(କାନ୍ଥରେ ଲାଗିଥିବା ପ୍ୟାନେଲ୍ )
Leave A Comment Cancel reply

  Wall-mounted Panel(କାନ୍ଥରେ ଲାଗିଥିବା ପ୍ୟାନେଲ୍ )

  • Privacy Policy
  • Terms of Use
  • Total views : 2368 | Copyright 2025 . All Rights Reserved.